Zink video

MENU

MORE VIDEOS

EXPLORE MORE

ZINK VIDEO

ଏ ନୟନ ଥାଇ କି ଲାଭରେ ରେ କାଳିଆ//A Nayana Thai Ki Labhare Kalia/New Jagannath Bhajan/New Odia Song/Kalia

A heart touching song for devotees of lord Jagannath
Bhajan “E Nayana Thai ki labhare Kalia” By Satyajeet Pradhan. Hope enjoy this Beautiful heartfelt bhajan song.

Please 🙏Like and Subscribe 🛎️ this channel for more Updates.

Song Credits
“”””””””””””””
💠Song:- E Nayana Thai ki labha re Kalia

💠Singer :- Satyajeet Pradhan

💠Lyrics:- Alina Mamata

💠Arrangement :- Ashish Sir

💠Recording studio:- S A A Studio Cuttack

💠Camera :- Sumanta & Vidya

💠Edit :- V Cine Studio

💠Producer :- Vicky bhai

ଏ ନୟନ ଥାଇ କି ଲାଭ ରେ କାଳିଆ,
ଦେଖି ନାହଁ ଯଦି ତୋ ବିଶ୍ବ ରୂପ
ଦୁଇ ହାତ ଥାଇ କି ଲାଭ ରେ କାଳିଆ,
ଛୁଇଁ ନାହିଁ ଯଦି ତୋ କଳପ ବଟ

ମୋ ଜୀବନ ହାରରେ ତୁ ହୀରା ଲୀଳା ମୋତି
ସଂସାର ରଥରେ ତୁ ମୋ ଅମୂଲ୍ୟ ସାରଥୀ

ମୋ ଉପରେ କରିବୁନି କେବେ ତୁ କୋପ
ଏ ମାନସ ଥାଇ କି ଲାଭ ରେ କାଳିଆ
କରେ ନାହିଁ ଯଦି ତୋ ନାମ ଜପ
ଏ ନୟନ ଥାଇ କି ଲାଭ ରେ କାଳିଆ (୧) ସ୍ଥାୟୀ

( ଅନ୍ତରା)୧
ମାଗିନି ମୁଁ ଧନ ଜନ ଅବା ମାଗିନି ସମ୍ମାନ
କେବଳ ଚାହିଁଛି ତୋ ଦିବ୍ୟ ଦରଶନ
ତୁ ପ୍ରଦୀପ ଶିଖା ରୂପେ ଜଳି ପ୍ରତିକ୍ଷଣ
ମୋ ଆଶା-କୁଟୀର ସ୍ବପ୍ନ କରିଛୁ ପୂରଣ

ତୋ ବଡ଼ଦାଣ୍ଡରେ ଯେବେ ଯାଏ ହାତ ଯୋଡି
ଆପେ ଆପେ ମୋ ଆଖିରୁ ଆସେ ଲୁହ ଗଡି
ଇଛା ହୁଏ ଦେଖିବାକୁ ତୋ ଆଳତି ଧୂପ,

ଏ ପୟର ଥାଇ କି ଲାଭ ରେ କାଳିଆ ଚଢ଼ି ନାହିଁ ଯଦି ତୋ ବାଇଶି ପାହାଚ।
ଏ ନୟନ ଥାଇ କି ଲାଭ ରେ କାଳିଆ (୨)
( ଅନ୍ତରା)୨
ଜନ୍ମ ଥିଲେ ମୃତ୍ୟୁ ଥାଏ ଏହା ଯଦି ସତ୍ୟ
ମୋ ଇଛା କୁ ଭୁଲିବୁନି କେବେ ଜଗନ୍ନାଥ,
ସ୍ଵର୍ଗଦ୍ଵାରେ ଏ ଶରୀର ଯେବେ ହେଉଥିବ ଲୀନ
ବଡ଼ ଦେଉଳୁ ଚାହିଁବୁ ହେ ଚକାନୟନ

ଗୋଟିଏ ଅଧ୍ୟାୟ ପୁଣି ହୋଇଯିବ ଶେଷ
ବାଟ କାଟି ଦେବ ଯେବେ ପିଣ୍ଡ ରୁ ନିଃଶ୍ବାସ
ତୋର ମୋର ଏ ବନ୍ଧନ ରହୁ ଅଶେଷ

ଏ ସମ୍ପର୍କ ଥାଇ କି ଲାଭ ରେ କାଳିଆ ଆସିବୁନି ଦେଖି ଯେବେ ମୋ ମଲା ମୁଖ

ଏ ନୟନ ଥାଇ କି ଲାଭ ରେ କାଳିଆ (୩)

#Satyajeetpradhan #odianewBhajan #jagannathbhajan
#odisha
#odia
#new
#newsong
#newodiasong
#khandadhar
#bonaigarh
#jagannath
#puri
#viralbhajan
#latestodiasong
#latestbhajan
#whatsappstatus
#khandadhartv
#viral
#video
#odiaalbum
#comingsoon
#fullvideo

‪@KHANDADHARTV‬

PRIVACY WARNINGS
This content copyright is strictly prohibited to other.Legal action will initiate for those who will copy this content .Khandadhar tv

0views

You may also like

«

ଏ ନୟନ ଥାଇ କି ଲାଭରେ ରେ କାଳିଆ||A Nayana Thai Ki Labhare Kalia/New Jagannath Bhajan/New Odia Song/

/

Leave a Reply

Your email address will not be published. Required fields are marked *

»